Ama Jatra

Ama Jatra ଆମ ଓଡିଶା, ଆମ ସଂସ୍କୃତି, ଆମ ଯାତ୍ରା | Feel the Magic of the Stage. Ama Sanskruti. Ama Jatra. Ltd.

ଆମ ଓଡିଶା। ଆମ ସଂସ୍କୃତି। ଆମ ଯାତ୍ରା।
ଆମ ଯାତ୍ରା — ଓଡିଶାର ଅନଲାଇନ୍ ଯାତ୍ରା ଟିକେଟ୍ ବୁକିଂ ପ୍ଲାଟଫର୍ମ, ଯାହାକି Novagenix Lab Pvt. Ltd. ର ଏକ ପ୍ରୟାସ।

ଏଠାରେ ଆପଣ ସହଜ, ଦ୍ରୁତ ଓ ସୁରକ୍ଷିତ ଭାବରେ ଯାତ୍ରା ଟିକେଟ୍ ବୁକ୍ କରିପାରିବେ — ଆରମ୍ଭରୁ ଲାଇନ୍ ଲଗାଇବା କିମ୍ବା ଶେଷ ମୁହୂର୍ତ୍ତର ଯନ୍ତ୍ରଣା ନାହିଁ।

ଆମର ଲକ୍ଷ୍ୟ — ଓଡିଶାର ସଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ କରିବା ଓ ଆଧୁନିକ ଉପାୟରେ ପ୍ରତ୍ୟେକଙ୍କୁ ସଜିବ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା।


Ama Odisha. Am

a Jatra is Odisha’s online live Jatra ticket booking platform, a proud product of Novagenix Lab Pvt. We bring the magic of Jatra closer to you by making ticket booking simple, fast, and secure – no more queues, no more last-minute hassle. With Ama Jatra, you can explore upcoming shows, book your seats online, and enjoy the timeless tradition of Jatra with just a click. Our mission is to preserve Odisha’s cultural heritage while giving audiences a modern, convenient way to experience live stage performances. Whether you are with friends, family, or on your own – Ama Jatra is your trusted partner for every unforgettable Jatra night.

05/01/2026
05/01/2026

🔥 ତୁ ମୋ ବଜରଙ୍ଗୀରେ ପିୟୁଷଙ୍କ ଦମଦାର ଏଣ୍ଟ୍ରି
🎟️ Online Booking 👉 amajatra.com

ଅନଲାଇନ୍ ଟିକେଟ୍ ଧାରୀଙ୍କ ପାଇଁ ସ୍ୱତନ୍ତ୍ର ଗେଟ୍ ରହିଛି।ଦୟାକରି ଧାଡ଼ିରେ ଜଣେ ଜଣେ କରି ଆସନ୍ତୁ ଏବଂ ଗେଟ୍‌ରେ ନିଜର QR କୋଡ୍ ଦେଖାଇ ଭିତରକୁ...
05/01/2026

ଅନଲାଇନ୍ ଟିକେଟ୍ ଧାରୀଙ୍କ ପାଇଁ ସ୍ୱତନ୍ତ୍ର ଗେଟ୍ ରହିଛି।
ଦୟାକରି ଧାଡ଼ିରେ ଜଣେ ଜଣେ କରି ଆସନ୍ତୁ ଏବଂ ଗେଟ୍‌ରେ ନିଜର QR କୋଡ୍ ଦେଖାଇ ଭିତରକୁ ପ୍ରବେଶ କରନ୍ତୁ।
ଅନଲାଇନ୍ ଟିକେଟ୍ ଧାରୀଙ୍କ ପାଇଁ ଗେଟ୍ ୩୦ ମିନିଟ୍ ପୂର୍ବରୁ ଖୋଲା ହେବ।

A separate gate is available for online ticket holders.
Please stand in a queue and enter one by one.
Show your QR code at the gate to enter the venue.
The gate for online ticket holders will open 30 minutes before offline entry.

02/01/2026

🎟️ ତୁମ ମୋ ବଜରଙ୍ଗୀ ଯାତ୍ରା ଦେଖିବା ପାଇଁ
👉 online ଯାତ୍ରା ଟିକେଟ୍ ବୁକ୍ କରନ୍ତୁ: amajatra.com

🎥 Video by the little CEO of Amajatra.com ✨

🎬 ରଙ୍ଗ ମହଲ ର ଆଜି ଶେଷ ରାତିରେ ଶୋ!📍 ସ୍ଥାନ: କାଉପୁର, ଭଦ୍ରକ💥କାନ୍ଦୁଛି ମୁଁ ଖାଲି ତୋରି ପାଇଁ…🎟️ ଅନଲାଇନ୍ ଟିକେଟ୍ ବୁକିଂ ଖୋଲା ଅଛି।👉 ଆପଣ...
05/11/2025

🎬 ରଙ୍ଗ ମହଲ ର ଆଜି ଶେଷ ରାତିରେ ଶୋ!
📍 ସ୍ଥାନ: କାଉପୁର, ଭଦ୍ରକ
💥କାନ୍ଦୁଛି ମୁଁ ଖାଲି ତୋରି ପାଇଁ…

🎟️ ଅନଲାଇନ୍ ଟିକେଟ୍ ବୁକିଂ ଖୋଲା ଅଛି।
👉 ଆପଣଙ୍କ ଶୋ ବୁକ୍ କରନ୍ତୁ କେବଳ amajatra.com
ରେ।

ଆଜି ହିଁ ଆନନ୍ଦ, ହସି, ମଜା ଓ ରଙ୍ଗର ସାଧନା ମିସ୍ କରିନାହାନ୍ତୁ! 🌟

Jatra Updates

AmaJatra Teams ତରଫରୁ ଆପଣମାନଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା,ଏହି...
05/11/2025

AmaJatra Teams ତରଫରୁ ଆପଣମାନଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା,
ଏହି ପବିତ୍ର ଦିନ ଆପଣଙ୍କ ଜୀବନରେ ଆଲୋକ, ଶାନ୍ତି ଓ ଆନନ୍ଦ ଆଣୁ।
ଆସନ୍ତୁ ଆମେ ସମସ୍ତେ ଏହି ଅବସରକୁ ଆପଣାପାଇଁ ଏକ ନୂଆ ଆରମ୍ଭ ଭାବରେ ଉଦ୍ୟାପନ କରିବା।

🪔 “ଆ କା ମା ବୈ , ପାନ ଗୁଆ ଥୋଇ ପାନ ଗୁଆ ତୋର , ମାସକ ଧରମ ମୋର ।”

🌸 ଜୟ ଜଗନ୍ନାଥ 🌸

Ranga Mahala 03 Nov 2025, kaupur, Bhadrak, online ticket booking open, Book now your seat s. Only on www.amajatra.com   ...
02/11/2025

Ranga Mahala 03 Nov 2025, kaupur, Bhadrak, online ticket booking open, Book now your seat s. Only on www.amajatra.com

May this festival of lights bring joy, peace, and prosperity to your life. Warm regards from the entire Ama Jatra (Novag...
20/10/2025

May this festival of lights bring joy, peace, and prosperity to your life. Warm regards from the entire Ama Jatra (Novagenix lab) Team. Jay Jagannath.

Address

08, STPI, Near NOCI Business Park
Balasore
756001

Opening Hours

Monday 8am - 8pm
Tuesday 8am - 8pm
Wednesday 8am - 8pm
Thursday 8am - 8pm
Friday 8am - 8pm
Saturday 8am - 8pm

Alerts

Be the first to know and let us send you an email when Ama Jatra posts news and promotions. Your email address will not be used for any other purpose, and you can unsubscribe at any time.

Share

Category