Maxcom Balangir

Directions Website Contact the business

Maxcom Balangir Maxcom Balangir is the authorized dealer of SONY products and multi-brand home appliances and mobile

01/11/2026

ନୂଆ Smartphone କିଣିବାର ଖୁସି ସହ ଘରକୁ ନେଇଯାଆନ୍ତୁ ଆହୁରି ଅନେକ ଉପହାର!
ଆସିଗଲା vivo X300 Ultra ଓ X300 FE କିଣିବାର ଖାସ ସୁଯୋଗ, ତାହା ପୁଣି 0 Down Paymentରେ!

ଆଉ ସବୁଠୁ ମଜା କଥା, Phone ସହ ମିଳିବ ଏହି ସବୁ Special Gifts! 🤩
🎁 Kenstar Iron
🎁 Kenstar Electric Kettle
🎁 IFB Dinner Set
🎁 Smart Watch
🎁 Trolley Bag
ଏବେ ଟଙ୍କା ଏକାଥରେ ଦେବାର ଚିନ୍ତା ନାହିଁ! All Finance Options Available, ଯାହାଦ୍ୱାରା ନିଜ ପସନ୍ଦର Smartphone କିଣିବା ହେବ ଆହୁରି ସହଜ।
ତେବେ ଆଉ ଡେରି କାହିଁକି? ଆଜି ହିଁ ଆସନ୍ତୁ Maxcom ଏବଂ ନିଜର ପସନ୍ଦର Phone ସହ ଘରକୁ ନେଇଯାଆନ୍ତୁ ଏହି ଆକର୍ଷଣୀୟ Gifts!


📍 Maxcom: UCO Bank ପାଖରେ, Durga Mandap Road, Balangir
📞 7008119651 | 7008100448 | 9861087771


[vivo X300 Ultra Balangir, vivo X300 FE offers, zero down payment mobile, mobile gifts and finance, Maxcom Balangir]

31/10/2026

ବିନିକା, ସୋନପୁରରୁ ଆସି Maxcom ଉପରେ ଭରସା କରି Sony M4 Camera କିଣିଲେ ଆମର ଜଣେ ଗ୍ରାହକ!

Camera ସହ ତାଙ୍କୁ ମିଳିଲା ଏକ ସୁନ୍ଦର Trolley Bag ମଧ୍ୟ!

କେବଳ Shopping ନୁହେଁ, Maxcomରେ ତାଙ୍କର ପୂରା Experience କେମିତି ରହିଲା, ତାହା ମଧ୍ୟ ସେ ଆମ ସହ Share କରିଛନ୍ତି।

ବିନିକାରୁ ଆସି ଆମକୁ ଭରସା କରିଥିବାରୁ ଅଶେଷ ଧନ୍ୟବାଦ!

ଆପଣ ମଧ୍ୟ Camera କିଣିବାକୁ ଚାହୁଁଛନ୍ତି କି? ଆସନ୍ତୁ Maxcom ଏବଂ ନିଜ ପସନ୍ଦର Camera ସହ ପାଆନ୍ତୁ ଆକର୍ଷଣୀୟ Offers ଓ Gifts!

📍 Maxcom: UCO Bank ପାଖରେ, Durga Mandap Road, Balangir
📞 7008119651 | 7008100448 | 9861087771



[Sony M4 camera Balangir, Sony camera store Odisha, camera offers Balangir, Sony camera with gifts, Maxcom Balangir]

31/10/2026

ଏହି Diwaliରେ କିଣନ୍ତୁ ଆପଣଙ୍କ ପସନ୍ଦର Samsung Galaxy S26 ଓ S26 Ultra, ତାହା ପୁଣି ଆକର୍ଷଣୀୟ Price ଓ ଭରପୂର Gifts ସହ! 🔥📱
Maxcomରେ ଚାଲିଛି ଏମିତି ଏକ Diwali Offer, ଯାହା ଆପଣ ମିସ୍ କରିବାକୁ ଚାହିଁବେନି!

Special Gifts:
Branded Trolley Bag
Earbuds
Mixer Grinder

ଏହା ସହ ମିଳୁଛି:
✅ Zero Down Paymentରେ Phone କିଣିବାର ସୁବିଧା
✅ 30 Months ପର୍ଯ୍ୟନ୍ତ Finance Option
✅ ଆକର୍ଷଣୀୟ Cash Discounts
✅ All Finance Options Available
✅ Marketରେ Best ଓ Competitive Price!

Flagship Samsung Phone କିଣିବାର ଏହା ଏକ ଦମଦାର ସୁଯୋଗ! 😍

Diwali Offer Live at Maxcom! ଆଜି ହିଁ ଆସନ୍ତୁ ଏବଂ ନିଜ ପସନ୍ଦର Samsung Phone ସହ ଘରକୁ ନେଇଯାଆନ୍ତୁ ଆକର୍ଷଣୀୟ Gifts!

📍 Maxcom: UCO Bank ପାଖରେ, Durga Mandap Road, Balangir
📞 7008119651 | 7008100448 | 9861087771



[Samsung S26 price Balangir, Samsung S26 Ultra offers Odisha, Samsung phone zero down payment, Samsung mobile finance Balangir, Samsung Diwali offers]

30/10/2026

ଏଥର Diwaliରେ Smartphone କିଣନ୍ତୁ, ଆଉ ସାଙ୍ଗରେ ନେଇଯାଆନ୍ତୁ ଭରପୂର Gifts!

vivo V80 କିଣିଲେ Maxcomରେ ମିଳୁଛି ଏତେ ସବୁ ଆକର୍ଷଣୀୟ Gifts! 😍

🎁 Kenstar Iron
🎁 Kenstar Electric Kettle
🎁 IFB Dinner Set
🎁 Smart Watch
🎁 Aristocrat Trolley Bag
🎁 Neckband
🎁 Earbuds

ଏତିକିରେ ସରିନି! ଏହା ସହ ମିଳୁଛି Cash Discount ଏବଂ Zero Down Payment ରେ Phone କିଣିବାର ସୁବିଧା! 🔥

📅 Diwali Special Offer: 1st – 8th November

ଏତେ ସବୁ Gifts ଓ Offersର ଫାଇଦା ନେବାକୁ ଆଉ ଡେରି କାହିଁକି? ଆଜି ହିଁ Maxcom ଆସନ୍ତୁ!

📍 Maxcom: UCO Bank ପାଖରେ, Durga Mandap Road, Balangir
📞 7008119651 | 7008100448 | 9861087771



[vivo V80 price Balangir, vivo V80 Diwali offer, vivo mobile gifts Odisha, zero down payment mobile, Maxcom Balangir]

30/10/2026

ବାପାଙ୍କ ପାଇଁ ଝିଅର ଏକ ସୁନ୍ଦର Gift, ଆଉ ସେହି ଖୁସିରେ ଯୋଡ଼ି ହେଲା ଆହୁରି ଅନେକ Surprise!

Trisha ନିଜ ବାପାଙ୍କୁ Gift କଲେ Samsung F17 5G।

କିନ୍ତୁ Maxcomରେ ଖୁସି କେବଳ Phone ପର୍ଯ୍ୟନ୍ତ ସୀମିତ ନଥିଲା! Trisha ଓ ତାଙ୍କ ବାପା, ଦୁହିଁଙ୍କୁ ମିଳିଲା Special Gifts। ସାଙ୍ଗକୁ ରହିଥିଲା ଆକର୍ଷଣୀୟ Discounts ଏବଂ ପୁରୁଣା Phone Exchange କଲେ Best Exchange Value! 🔥🎁

ଦୁହେଁ ନିଜ ନିଜର Shopping Experience ମଧ୍ୟ ଆମ ସହ Share କରିଛନ୍ତି। ❤️

କିଛି Gift କେବଳ ଜିନିଷ ନୁହେଁ, ତାହା ଆପଣଙ୍କ ନିଜ ଲୋକଙ୍କ ମୁହଁରେ ହସ ଆଣିଦିଏ! 🥰

ଆପଣ ବି ନିଜ ପ୍ରିୟଜନଙ୍କ ପାଇଁ କିଛି Special କରିବାକୁ ଚାହୁଁଛନ୍ତି? ଆସନ୍ତୁ Maxcom ଏବଂ ପାଆନ୍ତୁ ଆକର୍ଷଣୀୟ Offers!

📍 Maxcom: UCO Bank ପାଖରେ, Durga Mandap Road, Balangir
📞 7008119651 | 7008100448 | 9861087771



[Samsung F17 5G Balangir, Samsung mobile offers Odisha, best phone exchange value, Samsung phone with gifts, Maxcom Balangir]

29/10/2026

ନୂଆ vivo V80, ଖୁସିରେ Celebration ଆଉ ସାଙ୍ଗକୁ ଢେର୍ ସାରା Gifts! 🎉❤️

ଆମର ଜଣେ ଖୁସି ଗ୍ରାହକ Maxcomରୁ vivo V80 କିଣିଛନ୍ତି, ଆଉ ଏହି ଖୁସିକୁ ଆହୁରି Special କରିବା ପାଇଁ ହେଲା ଛୋଟିଆ Celebration! 🥳📱

Phone ସହ ମିଳିଲା 3ଟି Compulsory Gifts ଏବଂ ତା’ସହ Store Discount ମଧ୍ୟ! 🎁🔥

ଗ୍ରାହକ ନିଜର Experience ମଧ୍ୟ ଆମ ସହ Share କରିଛନ୍ତି। ଆପଣଙ୍କ ଖୁସି ହିଁ ଆମ ପାଇଁ ସବୁଠାରୁ ବଡ଼ କଥା! 🥰🙏

🪔 Maxcomରେ Dussehra & Diwali Offers ଏବେ ବି ଚାଲିଛି!

ନିଜ ପସନ୍ଦର Smartphone କିଣନ୍ତୁ, ଆକର୍ଷଣୀୟ Discounts ଓ Giftsର ଫାଇଦା ଉଠାନ୍ତୁ! ❤️

📍 Maxcom: UCO Bank ପାଖରେ, Durga Mandap Road, Balangir
📞 7008119651 | 7008100448 | 9861087771



[vivo V80 Balangir, vivo V80 offers, vivo phone with gifts, festive smartphone discounts, Maxcom Balangir]

29/10/2026

୧୫୦ କି.ମି. ଦୂର ଜୁନାଗଡ଼ରୁ Maxcom ପର୍ଯ୍ୟନ୍ତ!

ଆମର ଜଣେ ଗ୍ରାହକ ଜୁନାଗଡ଼ରୁ ପ୍ରାୟ ୧୫୦ କି.ମି. ଯାତ୍ରା କରି vivo S2 FE କିଣିବା ପାଇଁ Maxcom ଆସିଥିଲେ।

ସେ ନିଜର Shopping Experience ମଧ୍ୟ ଆମ ସହ Share କରିଛନ୍ତି। ଏତେ ଦୂରରୁ ଆସି ଆମ ଉପରେ ଭରସା କରିଥିବାରୁ ଅନେକ ଧନ୍ୟବାଦ!

ଆପଣଙ୍କ ଭଲପାଇବା ଓ ଭରସା ହିଁ Maxcom ପାଇଁ ସବୁଠାରୁ ବଡ଼ କଥା।

🪔 Maxcomରେ Dussehra & Diwali Offers ଏବେ ବି ଚାଲିଛି!

ଆପଣ ବି ନିଜ ପସନ୍ଦର Smartphone କିଣିବାକୁ ଚାହୁଁଛନ୍ତି? ତେବେ ଆଜି ହିଁ ଆସନ୍ତୁ Maxcom!

📍 Maxcom: UCO Bank ପାଖରେ, Durga Mandap Road, Balangir
📞 7008119651 | 7008100448 | 9861087771



[vivo S2 FE Balangir, vivo mobile offers Odisha, vivo phone customer review, festive smartphone offers, Maxcom Balangir]

29/10/2026

୧୫୦ କି.ମି. ଦୂର ଜୁନାଗଡ଼ରୁ Maxcom ପର୍ଯ୍ୟନ୍ତ!
ଆମର ଜଣେ ଗ୍ରାହକ ଜୁନାଗଡ଼ରୁ ପ୍ରାୟ ୧୫୦ କି.ମି. ଯାତ୍ରା କରି vivo S2 FE କିଣିବା ପାଇଁ Maxcom ଆସିଥିଲେ।
ସେ ନିଜର Shopping Experience ମଧ୍ୟ ଆମ ସହ Share କରିଛନ୍ତି। ଏତେ ଦୂରରୁ ଆସି ଆମ ଉପରେ ଭରସା କରିଥିବାରୁ ଅନେକ ଧନ୍ୟବାଦ!
ଆପଣଙ୍କ ଭଲପାଇବା ଓ ଭରସା ହିଁ Maxcom ପାଇଁ ସବୁଠାରୁ ବଡ଼ କଥା।
🪔 Maxcomରେ Dussehra & Diwali Offers ଏବେ ବି ଚାଲିଛି!

ଆପଣ ବି ନିଜ ପସନ୍ଦର Smartphone କିଣିବାକୁ ଚାହୁଁଛନ୍ତି? ତେବେ ଆଜି ହିଁ ଆସନ୍ତୁ Maxcom!

📍 Maxcom: UCO Bank ପାଖରେ, Durga Mandap Road, Balangir
📞 7008119651 | 7008100448 | 9861087771

[vivo S2 FE Balangir, vivo mobile offers Odisha, vivo phone customer review, festive smartphone offers, Maxcom Balangir]

29/10/2026

Camera କିଣିବା ପାଇଁ Finance କେମିତି ହୁଏ? Finance Limit କେମିତି Approve ହୁଏ?

Sony Camera ଓ Lens କିଣିବାକୁ ଭାବୁଛନ୍ତି, କିନ୍ତୁ Finance Process ବିଷୟରେ ଜାଣିନାହାନ୍ତି କି?

ତେବେ ଦେଖନ୍ତୁ Camera Finance Seriesର Part 2!

ଏଥିରେ ଜାଣନ୍ତୁ Camera Finance କେମିତି ହୁଏ, Finance Limit କେମିତି Approve ହୁଏ ଏବଂ Finance କରିବା ପୂର୍ବରୁ କେଉଁ କଥା ଜାଣିବା ଜରୁରୀ।

🪔 ଆଉ ଖାସ୍ କଥା - Maxcomରେ Dussehra & Diwali Offers ଏବେ ବି ଚାଲିଛି!

ତେଣୁ Wedding Photographers ଓ Videographers, ନିଜ Camera Setup Upgrade କରିବାର ଏହି ସୁଯୋଗର ଫାଇଦା ଉଠାନ୍ତୁ!

📍 Maxcom: UCO Bank ପାଖରେ, Durga Mandap Road, Balangir
📞 7008119651 | 7008100448 | 9861087771



[Sony camera finance, camera EMI process, camera finance limit approval, Sony camera lenses Odisha, Maxcom Balangir]

29/10/2026

Wedding Photographers ଓ Videographersଙ୍କ ପାଇଁ ଖାସ୍ Stock Update! 🔥🎥

Wedding Season ପାଇଁ ନୂଆ Camera କିମ୍ବା Lens କିଣିବାକୁ ଭାବୁଛନ୍ତି କି? ତାହେଲେ ଖୁସି ଖବର! 😍

Sony M3, M4 ଓ M5 Cameras ଏବେ Maxcomରେ Available! 📷✨

ସାଙ୍ଗକୁ ମିଳୁଛି ବିଭିନ୍ନ Lens Options ମଧ୍ୟ! 🔍

Weddingର ସୁନ୍ଦର Moments Capture କରିବା ହେଉ କି Cinematic Videos Shoot କରିବା, ନିଜ Photography ଓ Videography କାମ ପାଇଁ ଠିକ୍ Camera Setup ବାଛନ୍ତୁ Maxcomରୁ। 🎬❤️

ନୂଆ Camera Setup ପାଇଁ ଆଉ ଅପେକ୍ଷା କାହିଁକି? ଆଜି ହିଁ ଆସନ୍ତୁ Maxcom ଏବଂ ନିଜ ପସନ୍ଦର Camera ଓ Lens ବିଷୟରେ ଜାଣନ୍ତୁ!

📍 Maxcom: UCO Bank ପାଖରେ, Durga Mandap Road, Balangir
📞 7008119651 | 7008100448 | 9861087771



[Sony M3 camera, Sony M4 camera, Sony M5 camera, Sony camera lenses Odisha, wedding photography equipment]

Address

Near Uco Bank, Durga Mandap Road
Balangir
767001

Opening Hours

Monday 10am - 9pm
Tuesday 10am - 9pm
Wednesday 10am - 9pm
Thursday 10am - 9pm
Friday 10am - 9pm
Saturday 10am - 7pm
Sunday 10am - 9pm

Alerts

Be the first to know and let us send you an email when Maxcom Balangir posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Maxcom Balangir:

Shortcuts

Share

Nearby shops