13/06/2026
🌺 ରଜର ରଙ୍ଗରେ ସଜୁ ଝିଅମାନଙ୍କ ହସ 🌺
ରଜ ପର୍ବର ଖୁସିକୁ ଆହୁରି ମନୋହର କରିବା ପାଇଁ ନେଇଆସିଛୁ ନୂଆ Girls Plazo Set Collection। ✨
ଆକର୍ଷଣୀୟ ଡିଜାଇନ୍, ଆରାମଦାୟକ ଫ୍ୟାବ୍ରିକ୍ ଓ ଚମତ୍କାର ରଙ୍ଗର ସମାହାର—ପ୍ରତ୍ୟେକ ନନ୍ଦନୀୟା ପାଇଁ ଏକ ସୁନ୍ଦର ପସନ୍ଦ। 💖
ଏହି ରଜରେ ନୂଆ ସଜ, ନୂଆ ଉତ୍ସାହ ଓ ନୂଆ ଅନୁଭବ ସହ ଝଲସି ଉଠନ୍ତୁ। 🌸
📍 DHAL BROTHERS & GARMENTS, SINGHPUR
Singhpur RajaSpecial