Adarsha odisha swadeshi gramodyag

Adarsha odisha swadeshi gramodyag ଗ୍ରାମୀଣ କ୍ଷେତ୍ରରେ ବିକାଶ, ଅନ୍ନଦାତା ବା ଚାଷୀ ମାନଙ୍କର ଉନ୍ନତି ଆମର ମୂଳ ଲକ୍ଷ୍ୟ।

10/03/2023
ଜୟ ଗୋମାତାଜୟ ଗୋପାଳ , ସମସ୍ତ ପ୍ରାଣୀ ପ୍ରେମୀମାନଙ୍କ ପାଇଁ ଖୁସିର ବିଷୟ ଫେବୃଆରୀ ୧୪କୁ  Animal Welfare Board Of India *"Cow Hug Day ...
10/02/2023

ଜୟ ଗୋମାତା
ଜୟ ଗୋପାଳ , ସମସ୍ତ ପ୍ରାଣୀ ପ୍ରେମୀମାନଙ୍କ ପାଇଁ ଖୁସିର ବିଷୟ ଫେବୃଆରୀ ୧୪କୁ Animal Welfare Board Of India *"Cow Hug Day "* ଭାବେ ଘୋଷଣା କରିଛି। ଏହି ଦିନକୁ ୧୨୫ଟି ଦେଶରେ ମାତୃ ପିତୃ ପୂଜନ ଦିବସ ଭାବେ ପାଳନ ମଧ୍ୟ କରାଯାଉଛି। ଏକା କଥା *"ଜନ୍ମଦାତା ମାଆ ପରେ ଗୋ ମାତା ହିଁ ସର୍ବଶ୍ରେଷ୍ଠ"* ।ନିଜ ବାପା ମାଆଙ୍କ ସହିତ ଗୋମାତାର ବି ପୂଜନ ହେବ । *"ମାଆ କୋଳ ଓ ଗୋମାତା କୋଳ ସଂସାର ର ସବୁଠୁ ସୁରକ୍ଷିତ ସ୍ଥାନ ଅଟେ"* । 👏💐

https://fb.watch/iAAbgHNhF4/?mibextid=NnVzG8

17/01/2023

ଜୟ ଜଗନ୍ନାଥ :: ଜୟ ଗୋମାତା

ଆତ୍ମନିର୍ଭଶୀଳ ବନିବା ପାଇଁ ସମସ୍ତେ ଚେଷ୍ଟା କରନ୍ତୁ
17/01/2023

ଆତ୍ମନିର୍ଭଶୀଳ ବନିବା ପାଇଁ ସମସ୍ତେ ଚେଷ୍ଟା କରନ୍ତୁ

Address

CUTTACK PARADEEP Road
Jagatsinghpur
TIRTOL

Telephone

+919438555656

Website

Alerts

Be the first to know and let us send you an email when Adarsha odisha swadeshi gramodyag posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Adarsha odisha swadeshi gramodyag:

Shortcuts

Share