Krishna Books

Krishna Books ପୁସ୍ତକ ପ୍ରକାଶକ /ବିତରକ /ବିକ୍ରେତା
କ୍ରିଷ୍ଣା ବୁକ୍ସ -ଯେଉଁଠାରେ ଶବ୍ଦ ମାନେ ଜ୍ଞାନ କୁ ଭେଟନ୍ତି
(3)

ଆଜି ଆମପାଇଁ ଏକ ଖୁସିର ମୂହୁର୍ତ୍ତ।କାରଣ ମାତ୍ର ଆଠ ମାସ ତଳେ Krishna Books publications ରୁ ପ୍ରକାଶ ପାଇଥିବା ଅନେକ ଜାତୀୟ ପୁରସ୍କାର ପ୍ର...
30/08/2026

ଆଜି ଆମପାଇଁ ଏକ ଖୁସିର ମୂହୁର୍ତ୍ତ।କାରଣ ମାତ୍ର ଆଠ ମାସ ତଳେ Krishna Books publications ରୁ ପ୍ରକାଶ ପାଇଥିବା ଅନେକ ଜାତୀୟ ପୁରସ୍କାର ପ୍ରାପ୍ତ ଯୁବ ଗାଳ୍ପିକ Bibhuti Bhusan Hota ଙ୍କ ଗଳ୍ପ ସଙ୍କଳନ "ରଙ୍ଗଛୁଆଁ" ଇତିମଧ୍ୟରେ ବହୁଳ ପାଠକୀୟ ଆଦୃତି ଲାଭ କରିଛି ଓ ଏହାର ପ୍ରଥମ ସଂସ୍କରଣ ସମ୍ପୂର୍ଣ ଶେଷ ହୋଇ ଯାଇଛି। ଆଜିଠାରୁ ଏହାର ଦ୍ଵିତୀୟ ସଂସ୍କରଣ ପାଠକ ମାନଙ୍କ ନିମନ୍ତେ ଉପଲବ୍ଧ ହେଲା।
ଏହି ଅବସରରେ ସମସ୍ତ ପାଠକ ମାନଙ୍କ ପାଇଁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ପୁସ୍ତକ କ୍ରୟ ଉପରେ ରହିଛି ୨୫% ବିଶେଷ ରିହାତି ଓ ମାଗଣା ଡାକ ଖର୍ଚ୍ଚ ର ସୁବିଧା।
ଏହା ସହିତ ଏହି ଏକମାସ ରେ ସମସ୍ତଙ୍କୁ Author Sign copy ମଧ୍ୟ ଦିଆଯାଉଛି ।
#ରଙ୍ଗଛୁଆଁ
Kalpataru Panda Rajakishor Panigrahi Rajanikanta Panda Yudhisthir Hota Aparna Panda Govind Chandra Panda Sujata Mohapatra Bishwajit Hota Nabaranjan Palatasingh Ajaya Kumar Panda Amarendra Nath Mahapatra

ଖୁବଶୀଘ୍ର କ୍ରିଷ୍ଣା ପ୍ରକାଶନ ରୁ ପ୍ରକାଶ ପାଇବାକୁ ଯାଉଛି ବହିଅଜା ବଂଶୀଧର ପଣ୍ଡା ଙ୍କର ବ୍ୟଙ୍ଗ କବିତା ସଂକଳନ "ଦିହକୁ ନବନି",ବିଭୁ ହୋତା ଙ୍କ...
24/08/2026

ଖୁବଶୀଘ୍ର କ୍ରିଷ୍ଣା ପ୍ରକାଶନ ରୁ ପ୍ରକାଶ ପାଇବାକୁ ଯାଉଛି ବହିଅଜା ବଂଶୀଧର ପଣ୍ଡା ଙ୍କର ବ୍ୟଙ୍ଗ କବିତା ସଂକଳନ "ଦିହକୁ ନବନି",
ବିଭୁ ହୋତା ଙ୍କର କିଛି ନିର୍ବାଚିତ କବିତାର ସଂକଳନ " ନଈ ପିନ୍ଧେ ନୀଳ ଶାଢ଼ି" ଏବଂ ଶିଳ୍ପିଶ୍ରୀ ପ୍ରମୋଦ କୁମାର ପଣ୍ଡା ଙ୍କର ଏକ ବିଶେଷ ଓ ହୃଦୟସ୍ପର୍ଶି କ୍ଷୁଦ୍ର ଗଳ୍ପ ସଙ୍କଳନ "ଦୃଶ୍ୟ ଦୃଷ୍ୟାନ୍ତର" |
ବର୍ତ୍ତମାନ ଏହାର ଅଗ୍ରୀମ କ୍ରୟ ଉପରେ ରହିଛି ୨୦% ର ବିଶେଷ ରିହାତି।
Krishna Books
073259 47666

Krishna Books Rajanikanta Panda Banshi Dhara Apanda Banshi Pramod Panda Bibhuti Bhusan Hota Kalpataru Panda Yudhisthir Hota Sarada Bhusan Rajakishor Panigrahi Raj Kumar Mohapatra Dillip Panigrahi Biswa Mahapatr

03/01/2026
03/01/2026
03/01/2026

Krishna Books ର ପୁସ୍ତକ ପ୍ରକାଶନ ନିମନ୍ତେ Biswa Mahapatr ଙ୍କା ଶୁଭେଚ୍ଛା ବାର୍ତ୍ତା,

Krishna Books ରୁ ପ୍ରକାଶିତ, ପଣ୍ଡିତ ରଘୁନାଥ ବିଶିଙ୍କ "ଉପନିଷଦ " ଓ Bibhuti Bhusan Hota ଙ୍କ ଗଳ୍ପ ସଂକଳନ " #ରଙ୍ଗଛୁଆଁ " ଉନ୍ମୋଚନ ଅବ...
03/01/2026

Krishna Books ରୁ ପ୍ରକାଶିତ, ପଣ୍ଡିତ ରଘୁନାଥ ବିଶିଙ୍କ "ଉପନିଷଦ " ଓ Bibhuti Bhusan Hota ଙ୍କ ଗଳ୍ପ ସଂକଳନ " #ରଙ୍ଗଛୁଆଁ " ଉନ୍ମୋଚନ ଅବସରରେ ଅତିଥି ମାନଙ୍କ ସହିତ.

ଏବେ ଏହି ୨ଟି ପୁସ୍ତକ Flipkart ରେ ଉପଲବ୍ଧ
Yudhisthir Hota Sujata Mohapatra Kalpataru Panda Nabaranjan Palatasingh Aparna Panda Bishwajit Hota Rajanikanta Panda DIVYA GYAN Biswa Mahapatr

ଆସନ୍ତା ତା 25/12/2025ରିଖ ଗୁରୁବାର ଦିନ Krishna Books Publication ର ପ୍ରଥମ ପ୍ରକାଶିତ ପୁସ୍ତକ ପଣ୍ଡିତ ରଘୁନାଥ ବିଶି ଙ୍କର " #ଉପନିଷଦ ...
21/12/2025

ଆସନ୍ତା ତା 25/12/2025ରିଖ ଗୁରୁବାର ଦିନ Krishna Books Publication ର ପ୍ରଥମ ପ୍ରକାଶିତ ପୁସ୍ତକ ପଣ୍ଡିତ ରଘୁନାଥ ବିଶି ଙ୍କର " #ଉପନିଷଦ " (୯ ଟି ଉପନିଷଦ ର ଓଡ଼ିଆ ଅନୁବାଦ,) ଏବଂ ଗାଳ୍ପିକ ବିଭୁତି ଭୂଷଣ ହୋତା ଙ୍କର " #ରଙ୍ଗଛୁଆଁ " ଉନ୍ମୋଚିତ ହେବ.
ଆଶା ଓ ବିଶ୍ୱାସ ଆପଣଙ୍କର ଭଲପାଇବା ଓ ଭରସା ଅତୁଟ ରଖିବେ.

Biswa Mahapatr Kalpataru Panda Sujata Mohapatra Nabaranjan Palatasingh Aparna Panda Yudhisthir Hota Basanta Uttarkabata Rajanikanta Panda Bishwajit Hota Srichandan Biswal Santosh Dash Satyaprakash Panda Soumyaranjan Acharya Ajaya Kumar Panda Churchhil Bohidar Sitansu Sekhar Dash DIVYA GYAN Harihara Badapanda Krishna Astrocare Stuti Sinha Tripathi Biswa Biswa Priyaranjan Swain Pradeep Mohapatra

ଆଜି ତା 11/12/2025ରିଖ. ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ରେ PEN IN BOOKS ରୁ ପ୍ରକାଶିତ ହୋଇଛି ଗାଳ୍ପିକ Bibhuti Bhusan Hota ଙ୍କର ଏକ ନ...
11/12/2025

ଆଜି ତା 11/12/2025ରିଖ. ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ରେ PEN IN BOOKS ରୁ ପ୍ରକାଶିତ ହୋଇଛି ଗାଳ୍ପିକ Bibhuti Bhusan Hota ଙ୍କର ଏକ ନୂତନ ଗଳ୍ପ ସଂକଳନ "ଟାକୁଆ ". ଏହି ସଂକଳନ ରେ 45ଟି ଗଳ୍ପ ସଂକଳିତ ହୋଇଛି. ଏହି ଉନ୍ମୋଚନ ପର୍ବରେ ଉପସ୍ଥିତ ଥିଲେ ଦୁଇ ପ୍ରଖ୍ୟାତ ଲେଖକ Sj. Bhima Prusty sir ଓ ଶ୍ରୀଯୁକ୍ତ ତରୁଣକାନ୍ତି ମିଶ୍ର sir,Prof. Dr. Mamata Panda Madam. ପ୍ରକାଶକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ପଣ୍ଡା sir. ବିଶିଷ୍ଟ କବି ଶ୍ରୀଯୁକ୍ତ ପବିତ୍ର ମୋହନ କର ମହୋଦୟ.
ଏହି ଅବସରରେ Krishna Books ଗାଳ୍ପିକ ଙ୍କୁ ଅନେକ ଶୁଭେଚ୍ଛା ଜଣାଉଛି.
Biswa Mahapatr Nabaranjan Palatasingh Debasish Samantaray Yudhisthir Hota Sujata Mohapatra Mahadeb Pradhan Micky Hota Basanta Uttarkabata Aditya Bharat Kalpataru Panda Sanghamitra Panda Banshi Dhara Apanda Banshi Aparna Panda Sibaprasad Panda Padma Charan Sahoo

Address

Main Road Baghamari
Khurda

Telephone

+919776629436

Website

Alerts

Be the first to know and let us send you an email when Krishna Books posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Krishna Books:

Shortcuts

Share