Technical Mobile Point

Technical Mobile Point All Type Of Mobile Repairing Related
(2)

ଆଜି_ବିଶ୍ୱ_ତମାଖୁ_ବର୍ଜନ_ଦିବସ । ସ୍ୱାସ୍ଥ୍ୟ ଉପରେ  #ତମାଖୁର କୁପ୍ରଭାବ_ସଂପର୍କରେ_ଲୋକଙ୍କୁ_ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯ...
31/05/2026

ଆଜି_ବିଶ୍ୱ_ତମାଖୁ_ବର୍ଜନ_ଦିବସ । ସ୍ୱାସ୍ଥ୍ୟ ଉପରେ #ତମାଖୁର କୁପ୍ରଭାବ_ସଂପର୍କରେ_ଲୋକଙ୍କୁ_ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । #ଭାରତରେ ହେଉଥିବା ମୋଟ #କ୍ୟାନ୍ସର ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ କେବଳ ତମାଖୁ_ସେବନ ଯୋଗୁ ହୋଇଥାଏ। ପ୍ରାୟ ଅଧା ରୋଗୀ କେବଳ ବିଡି, ସିଗାରେଟ୍, ଗୁଟଖା, ଜର୍ଦ୍ଦା ସେବନ ଯୋଗୁ କ୍ରାନସର ଆକ୍ରାନ୍ତ ହେଉଛନ୍ତି।

ଧଡ଼ଧାଡ଼_ମାଟିରେ_ମିଶିଲା_୧୭ଘର ୧୭ ରୁ ଅଧିକ_ଜବରଦଖଲ ଘର ଉଚ୍ଛେଦ । ଉଦଳା_ତହସିଲ_କଇଁସାରି_ଗ୍ରାମରେ ଆଜି  #ତହସିଲ ପ୍ରଶାସନ_ପକ୍ଷରୁ_ଜବରଦଖଲ_ଉଚ୍ଛ...
29/05/2026

ଧଡ଼ଧାଡ଼_ମାଟିରେ_ମିଶିଲା_୧୭ଘର ୧୭ ରୁ ଅଧିକ_ଜବରଦଖଲ ଘର ଉଚ୍ଛେଦ । ଉଦଳା_ତହସିଲ_କଇଁସାରି_ଗ୍ରାମରେ ଆଜି #ତହସିଲ ପ୍ରଶାସନ_ପକ୍ଷରୁ_ଜବରଦଖଲ_ଉଚ୍ଛେଦ_ହୋଇଛି। କଇଁସାରି_ଜଗନ୍ନାଥ_ମନ୍ଦିର_ଠାରୁ_ମାଉସୀ_ମା_ମନ୍ଦିର ପର୍ଯ୍ୟନ୍ତ ରାସ୍ତା_ଜବର_ଦଖଲ_ହୋଇଥିଲା।_ଦେଖନ୍ତୁ_ଚିତ୍ର...

Good morning ↗️😳
29/05/2026

Good morning ↗️😳

ପର ପୁରୁଷର  #ପ୍ରେମ ଆଉ ଟଙ୍କା ଆଗରେ ତା’ ଆଖିକୁ କିଛି ଦେଖାଗଲାନି। ଭୁଲିଗଲା ନିଜ  #ସିନ୍ଦୂରକୁ। ଭୁଲିଗଲା ପେଟ ଚି-ରି ଜନ୍ମ ଦେଇଥିବା ଦୁଇ ଦୁ...
28/05/2026

ପର ପୁରୁଷର #ପ୍ରେମ ଆଉ ଟଙ୍କା ଆଗରେ ତା’ ଆଖିକୁ କିଛି ଦେଖାଗଲାନି। ଭୁଲିଗଲା ନିଜ #ସିନ୍ଦୂରକୁ। ଭୁଲିଗଲା ପେଟ ଚି-ରି ଜନ୍ମ ଦେଇଥିବା ଦୁଇ ଦୁଇଟି #ସନ୍ତାନକୁ।
ସ୍ୱାମୀର ଜୀ_ବ_ନ_କୁ ଲଗାଇଦେଲା ବାଜି, ଖଟରେ ବା-ନ୍ଧି-ଲା, କି_ରୋ_ସି_ନି ଢାଳି ଜୀଅନ୍ତା ଜାଳିଦେଲା

 #ଦୋକାନ ଭିତରକୁ ମାଡିଗଲା  #ପିକଅପ୍ ଭ୍ୟାନ। ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଭିତରକୁ ପଶି ଗଲା ଏକ ପିକଅପ ଗାଡ଼ି।  #ଦୁର୍ଘଟଣାରେ...
28/05/2026

#ଦୋକାନ ଭିତରକୁ ମାଡିଗଲା #ପିକଅପ୍ ଭ୍ୟାନ। ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଭିତରକୁ ପଶି ଗଲା ଏକ ପିକଅପ ଗାଡ଼ି। #ଦୁର୍ଘଟଣାରେ ଜଣେ ମହିଳାଙ୍କ #ମୃତ୍ୟୁ। #ବାନାଡୁଙ୍ଗୁରୀରେ ଏହି ଦୁର୍ଘଟଣା ଘଟିଛି

 #ବ୍ରାହ୍ମଣୀ ନଦୀ କୂଳିଆ ଏକ ଗାଁରେ ରହିଛି ମାଆ ବ୍ରାହ୍ମଣୀଦେବୀଙ୍କ  #ଅଲୌକିକ କାହାଣୀ । ସ୍ଥାନୀୟ ଲୋକଙ୍କ ବିଶ୍ୱାସ, ମାଆ ରାତିରେ ଘୋଡ଼ା ଚଢି...
28/05/2026

#ବ୍ରାହ୍ମଣୀ ନଦୀ କୂଳିଆ ଏକ ଗାଁରେ ରହିଛି ମାଆ ବ୍ରାହ୍ମଣୀଦେବୀଙ୍କ #ଅଲୌକିକ କାହାଣୀ । ସ୍ଥାନୀୟ ଲୋକଙ୍କ ବିଶ୍ୱାସ, ମାଆ ରାତିରେ ଘୋଡ଼ା ଚଢି ଗାଁ ପରିକ୍ରମା କରନ୍ତି ଏବଂ #ପ୍ରାକୃତିକ ବିପର୍ଯ୍ୟୟରୁ ତିନି ଦେଶକୁ ରକ୍ଷା କରନ୍ତି । ଆଶ୍ଚର୍ଯ୍ୟର କଥା, ମାଆଙ୍କର ନାହିଁ କୌଣସି ମୂର୍ତ୍ତୀ କିମ୍ବା ସ୍ପଷ୍ଟ ରୂପ, ତଥାପି ଶତାବ୍ଦୀ ଧରି ଲୋକଙ୍କ #ଆସ୍ଥାର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି । ଦେଖନ୍ତୁ “ଆମ #ଗାଁ ଠାକୁରାଣୀ” କାର୍ଯ୍ୟକ୍ରମର #ନବମ ଅର୍ଘ୍ୟରେ ମାଆ ବ୍ରାହ୍ମଣୀଦେବୀଙ୍କ ୩୦୦ ବର୍ଷର ରହସ୍ୟମୟ କାହାଣୀ । ଆପଣଙ୍କ ଅଞ୍ଚଳରେ ମଧ୍ୟ ଯଦି ଏମିତି କୌଣସି ଅଲୌକିକ ମାଆଙ୍କ କାହାଣୀ ଅଛି, କମେଣ୍ଟ କରି ଆମକୁ ଜଣାନ୍ତୁ...

10 ବ-ର୍ଷ ଝି-ଅ କୁ ଯୌ-ନ ଶୋଷଣ କରି ହ-ତ୍ୟା କରା ଯାଇଛିକିନ୍ତୁ  #ସାମ୍ବାଦିକ ସମିଳନୀ ରେ ଏ ପ୍ରକାର ବ୍ୟବହାର ସସମସ୍ତ ଙ୍କୁ ଚକିତ କରିଦେଇଛି ଭ...
27/05/2026

10 ବ-ର୍ଷ ଝି-ଅ କୁ ଯୌ-ନ ଶୋଷଣ କରି ହ-ତ୍ୟା କରା ଯାଇଛି
କିନ୍ତୁ #ସାମ୍ବାଦିକ ସମିଳନୀ ରେ ଏ ପ୍ରକାର ବ୍ୟବହାର ସସମସ୍ତ ଙ୍କୁ ଚକିତ କରିଦେଇଛି

ଭିଡ଼ିଓ ଟିକି ଦେଖିବାକୁ କମେଣ୍ଟ ବକ୍ସ ରେ ଥିବା ଲିଙ୍କ ରେ click କରନ୍ତୁ↗️

 #ଇରାନ ଉପରେ ପୁଣି  #ଆମେରିକାର ଏୟାର ଷ୍ଟ୍ରାଇକ୍। ଏଥର ମିସାଇଲ୍ ଲଞ୍ଚ୍ ସାଇଟକୁ ଆକ୍ରମଣ କରିଛି ଆମେରିକା। ଦକ୍ଷିଣ ଇରାନରେ ଥିବା ମିସାଇଲ୍ ଲଞ...
26/05/2026

#ଇରାନ ଉପରେ ପୁଣି #ଆମେରିକାର ଏୟାର ଷ୍ଟ୍ରାଇକ୍। ଏଥର ମିସାଇଲ୍ ଲଞ୍ଚ୍ ସାଇଟକୁ ଆକ୍ରମଣ କରିଛି ଆମେରିକା। ଦକ୍ଷିଣ ଇରାନରେ ଥିବା ମିସାଇଲ୍ ଲଞ୍ଚ୍ ପଏଣ୍ଟ ଉପରେ ଘନ ଘନ ମିସାଇଲ୍ ଓ ଡ୍ରୋନରେ ହମଲା ହୋଇଛି।

ଏବେବି ସମୟ ଅଛି ସୁଧୁରୀ ଯାଅ ଆଉ ଗଛଟିଏ ଲଗାଅ ↗️😳😳Video ଟିକୁ ଦେଖିବାକୁ କମେଣ୍ଟ ବକ୍ସ ଲିଙ୍କ କୁ ଜାନ୍ତୁ
25/05/2026

ଏବେବି ସମୟ ଅଛି ସୁଧୁରୀ ଯାଅ ଆଉ ଗଛଟିଏ ଲଗାଅ ↗️😳😳
Video ଟିକୁ ଦେଖିବାକୁ କମେଣ୍ଟ ବକ୍ସ ଲିଙ୍କ କୁ ଜାନ୍ତୁ

ପାଞ୍ଚ ଘଣ୍ଟ ଭିତରେ 🙄↗️
25/05/2026

ପାଞ୍ଚ ଘଣ୍ଟ ଭିତରେ 🙄↗️

Address

Odagaon
752081

Alerts

Be the first to know and let us send you an email when Technical Mobile Point posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share