Mui Sambalpuria

Mui Sambalpuria ମୋର ସମକୁ ଜୁହାର ବଡ଼ ବଡ଼ ଦଦା ଦାଦି ଅଜା ଆଈ ମାନକୁ 🙏🙏🙏

ଜଏ ମାଁ ସମଲେଇ
ସବୁବେଲେ ତୋର ଛୁଆ ମାନକେ ତୋର ପନତ କାନି ଢାପି ରଖିଥିବୁ ମାଁ ତୁଇ ଜଗତ ଜନନୀ ଗୋ ମାଁ ସମଲେଇ ତୋର ପାଦତଲେ ତ ମୁଡ଼ିଆ ମାରୁଛୁ �

16/05/26 କାଏଲ୍ ନୁ ନିଖୋଜ୍ ଅଛନ୍ ଇ ଭାଇ  ଯିଏ ବି ଦେଖ୍ ବେ ତାଙ୍କର୍ ପରିବାର୍ କେ  ଖବର୍ ଦେବେ  ଦୟାକରି ନାମ =ଭୋଜରାଜ୍ ଦେହେରିଆ ଗାଁ =ଅଉଁଲ...
17/05/2026

16/05/26 କାଏଲ୍ ନୁ ନିଖୋଜ୍ ଅଛନ୍ ଇ ଭାଇ ଯିଏ ବି ଦେଖ୍ ବେ ତାଙ୍କର୍ ପରିବାର୍ କେ ଖବର୍ ଦେବେ ଦୟାକରି
ନାମ =ଭୋଜରାଜ୍ ଦେହେରିଆ
ଗାଁ =ଅଉଁଲାବାହାଲ୍
ଜିଲ୍ଲା =ସୁନ୍ଦରଗଡ଼୍
ଯୋଗାଯୋଗ ନମ୍ବର =91788 20103

ଜାତିଭିତ୍ତିକ ଗାଳି ଆକ୍ଷେପ ସମ୍ବିଧାନର ଧାରା 14/15/17 ର ଉଲ୍ଲଂଘନ...ଯିଏ ବି ଗାଳି ଆକ୍ଷେପ କରୁଛି,ତୁରନ୍ତ FIR ଦିଅନ୍ତୁ
14/05/2026

ଜାତିଭିତ୍ତିକ ଗାଳି ଆକ୍ଷେପ ସମ୍ବିଧାନର ଧାରା 14/15/17 ର ଉଲ୍ଲଂଘନ...ଯିଏ ବି ଗାଳି ଆକ୍ଷେପ କରୁଛି,ତୁରନ୍ତ FIR ଦିଅନ୍ତୁ

13/05/2026
dil ନୁ ବାହାର
13/05/2026

dil ନୁ ବାହାର




ବାଲେଶ୍ଵର ଖାଇରା ଥାନା ହରିପୁର ଗାଁ ର ବିକଳ ଚିତ୍ର ।ସାଇକେଲରେ ବୁହାହେଲା ମହିଳାଙ୍କ ଶବ ,।
12/05/2026

ବାଲେଶ୍ଵର ଖାଇରା ଥାନା ହରିପୁର ଗାଁ ର ବିକଳ ଚିତ୍ର ।
ସାଇକେଲରେ ବୁହାହେଲା ମହିଳାଙ୍କ ଶବ ,।

wait କର
12/05/2026

wait କର


 #ପାନୀୟ ଜଳ ପାଇଁ ବିଶିପାଲିରେ ହାହାକାର: ଠିକାଦାରଙ୍କ ବେପରୁଆ ମନୋଭାବ ଯୋଗୁଁ ୫ ଦିନ ହେଲା ଜଳ ଯୋଗାଣ ବନ୍ଦ, ପଞ୍ଚାୟତ ଘେରାଉ କଲେ ମହିଳା****...
11/05/2026

#ପାନୀୟ ଜଳ ପାଇଁ ବିଶିପାଲିରେ ହାହାକାର: ଠିକାଦାରଙ୍କ ବେପରୁଆ ମନୋଭାବ ଯୋଗୁଁ ୫ ଦିନ ହେଲା ଜଳ ଯୋଗାଣ ବନ୍ଦ, ପଞ୍ଚାୟତ ଘେରାଉ କଲେ ମହିଳା**
**ଭେଡେନ, ୧୦/୫ (ହୃଷିକେଶ ଖମାରୀ):** ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, କିଛି ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ମେଣ୍ଟ ଯୋଗୁଁ ସାଧାରଣ ଜନତା ଜଳକଷ୍ଟ ଭୋଗୁଛନ୍ତି। ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଦେଶଭଟିଲି ପଞ୍ଚାୟତର **ବିଶିପାଲି** ଗାଁରେ ଏବେ ପାନୀୟ ଜଳ ପାଇଁ ଉତ୍କଟ ସମସ୍ୟା ଦେଖାଦେଇଛି।
**ଘଟଣାର ମୁଖ୍ୟ କାରଣ:**
ସୂଚନା ଅନୁସାରେ, ଗାଁ ରାସ୍ତାରେ ଏକ କଲର୍ଭଟ ନିର୍ମାଣ ସମୟରେ ଠିକାଦାରଙ୍କ ଜେସିବି ମେସିନ ମେଗା ପାନୀୟ ଜଳ ପ୍ରକଳ୍ପର ମୁଖ୍ୟ ପାଇପକୁ ଫଟାଇ ଦେଇଛି। ଏହି ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଠିକାଦାର ପାଇପ ମରାମତି ନକରି ହାତ ବାନ୍ଧି ବସିଛନ୍ତି। ଫଳରେ ପ୍ରଚଣ୍ଡ ଖରାରେ ଗ୍ରାମବାସୀ ଅଧ କିଲୋମିଟର ଦୂର ଦେଶଭଟିଲି ଗାଁକୁ ପାଣି ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି।
**ଜନ ଅସନ୍ତୋଷ ଓ ପ୍ରଶାସନିକ ଅବହେଳା:**
ଗାଁରେ ପ୍ରାୟ ୮୦୦ରୁ ଅଧିକ ଜନସଂଖ୍ୟା ଥିବା ବେଳେ ଏକମାତ୍ର ନଳକୂପଟି ମଧ୍ୟ ଅଚଳ ହୋଇ ପଡ଼ିଛି। ଲୋକେ ବାଧ୍ୟ ହୋଇ ଖୋଲା କୂଅ ଓ ଝାଇଁ ଯୋରର ଦୂଷିତ ଜଳ ବ୍ୟବହାର କରୁଛନ୍ତି, ଯାହା ଫଳରେ ଝାଡ଼ାବାନ୍ତି ବ୍ୟାପିବା ଆଶଙ୍କା ରହିଛି। ସରପଞ୍ଚ ଯଶୋବନ୍ତ ସାହୁଙ୍କ କହିବା ଅନୁସାରେ, ଠିକାଦାର କେଉଁ ଅନୁଦାନରେ ଓ କେଉଁ ସମୟରେ କାମ କରୁଛନ୍ତି ସେ ବିଷୟରେ ପଞ୍ଚାୟତକୁ ସୂଚନା ଦିଆଯାଇ ନାହିଁ।
**ମହିଳାଙ୍କ ପଞ୍ଚାୟତ ଘେରାଉ:**
ପାନୀୟ ଜଳର ସମସ୍ୟା ସମାଧାନ ନହେବାରୁ ଆଜି ଗାଁର ଶତାଧିକ ମହିଳା ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ପ୍ରଶାନ୍ତ ପାଣ୍ଡେ, ଯୋଗେଶ୍ୱର ଭୋଇ ଏବଂ ମୋତିଲାଲ ଝାଙ୍କର ପ୍ରମୁଖ ଚେତାବନୀ ଦେଇଛନ୍ତି ଯେ, ଯଦି ତୁରନ୍ତ ପାଇପ ମରାମତି କରି ଜଳ ଯୋଗାଣ କରା ନଯାଏ, ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।

11/05/2026
10/05/2026




Address

Sambalpur

Alerts

Be the first to know and let us send you an email when Mui Sambalpuria posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mui Sambalpuria:

Shortcuts

Share